ଦୃଷ୍ଟି ଦେବା
ଦେଖଣା
ଦୃଷ୍ଟି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୃଷ୍ଟି ଦେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଦେଖିବା — ୧. To see.
- ୨. କୌଣସି ବିଷୟ ପ୍ରତି ମନୋଯୋଗ ଦେବା — ୨. To give one's attention to something.
- ୨. କୌଣସି ବ୍ୟକ୍ତିର କାର୍ଯ୍ୟକଳାପ ବା ଆଚରଣକୁ ଜଗିବା — ୩. To watch the movements or conduct of a person.
- ୪. କୌଣସି ବ୍ୟକ୍ତି ପ୍ରତି ସର୍ବଦା ଅନୁଗ୍ରହ ରଖିବା — ୪. To look upon a person with favour.
- ୫. କୌଣସି ବ୍ୟକ୍ତିର ବା ବିଷୟର ଯତ୍ନ ନେବା — ୫. To take care of a person or thing.