Jump to content

ଦୃଷ୍ଟି ବିକ୍ଷେପ

ଉଇକିଅଭିଧାନ‌ରୁ

ଦୃଷ୍ଟି ବିକ୍ଷେପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ; ଦୃଷ୍ଟି+ବିକ୍ଷେପ)

[ସମ୍ପାଦନା]
୧. ବାଙ୍କ ଚାହାଣି; ନତ୍ରଭଙ୍ଗୀ; କଟାକ୍ଷ— ପାତ —୧. A leer; a side glance.
୨. ଏଣେ ତେଣେ ଆଖି ବୁଲାଇବା — ୨. Moving the eyes about.
୩. ଆଖି ପକାଇବା —୩. Casting of one's eyes.