ଦୃଷ୍ଟି ବିଷ
ବିଷଦର୍ଶନ; ଯାହାର ଦର୍ଶନରେ ବିଷ ଥାଏ — Having a venomous glance.
ଏକ ପ୍ରକାର ସର୍ପ —A kind of serpent whose look is said to be fatal.
[ଦ୍ରଷ୍ଟବ୍ୟ —ଏ ସାପର ଦୃଷ୍ଟି ବିଷମୟ ଫଳ ଉତ୍ପାଦନ କରେ]