Jump to content

ଦୃଷ୍ଟି ରଖିବା

ଉଇକିଅଭିଧାନ‌ରୁ

ଦୃଷ୍ଟି ରଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନଜର ରଖିବା — ୧. To keep an aye upon.
୨. ତତ୍ତ୍ୱ ବା ଯତ୍ନ ନେବା — ୨. To take care of.
୩. ସାବଧାନ ହେବା — ୩. To be careful about.



ଦୃଷ୍ଟି ରଖିବା

ଦେଶଜ - କ୍ରି.

[ସମ୍ପାଦନା]

ନଜର ରଖିବା [ଦେଖ]