ଦୃଷ୍ଟି ରୋଧ
ଦେଖଣା
ଦୃଷ୍ଟି ରୋଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୃଷ୍ଟି+ରୋଧ)
[ସମ୍ପାଦନା]- ୧. ଦୃଷ୍ଟି ଶକ୍ତିରେ ବାଧା — ୧. Obatruction to one's eyesight.
- ୨. କୌଣସି ଦର୍ଶନୀୟ ବସ୍ତୁର ଓ ନିଜ ଆଖିର ମଧ୍ୟସ୍ଥ ସ୍ଥାନରେ କୌଣସି ଅବରୋଧକ ବସ୍ତୁ ରହିବ ଯୋଗୁଁ ଦର୍ଶନୀୟ ବସ୍ତୁକୁ ଦେଖା ନ ଯିବା — ୨. Obstruction to one's vision due to a thing intervening between the thing and one's eyes.
- ୩. ବ୍ୟବଧାନ —୩. Interposition; intervention.
- ୪. ପରଦା —୪. Screen.