Jump to content

ଦୃଷ୍ଟ ପାତ

ଉଇକିଅଭିଧାନ‌ରୁ

ଦୃଷ୍ଟ ପାତ

ଉଚ୍ଚାରଣ

[ସମ୍ପାଦନା]

(ଦୃଷ୍ଟିନିପାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୃଷ୍ଟ+ପାତ)

[ସମ୍ପାଦନା]
୧. ଦେଖିବା; ଆଖି ପକାଇବା — ୧. A look; looking.
୨. ଚାହାଣୀ —୨. A glance.