Jump to content

ଦୃଷ୍ଟ ପୃଷ୍ଠ

ଉଇକିଅଭିଧାନ‌ରୁ

ଦୃଷ୍ଟ ପୃଷ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୃଷ୍ଟ+ପୃଷ୍ଟ)

[ସମ୍ପାଦନା]
୧. ଯୁଦ୍ଧକ୍ଷେତ୍ରରେ ଯେ ଶତ୍ରୁଆଡ଼କୁ ପିଠି ଦେଖାଇ ପଳାଇ ଯାଏ; ସମର କ୍ଷେତ୍ରରୁ ପଳାୟମାନେ (ସୈନ୍ୟ) — ୧. Fugitive; runaway; one who show his back to the enemy in the battle field.
୨. ଭୀତ ସ୍ୱଭାବ —୨. Cowardly.