Jump to content

ଦେଅସି

ଉଇକିଅଭିଧାନ‌ରୁ

ଦେଅସି

ଉଚ୍ଚାରଣ

[ସମ୍ପାଦନା]

(ଦିଆସି—ଅନ୍ୟରୂପ)

ଦେଶଜ - (ପ୍ରାଚୀନ) କ୍ରି. (ଦା. ଧାତୁ ଅନୁଜ୍ଞା ୨ୟ ପୁରୁଷ ଦିଅର ପ୍ରାଚୀନ ରୂପ)

[ସମ୍ପାଦନା]

ଦିଅ (ଦେଖ) - Dia (See)

ଅମୀୟ ଅଧର ରସ ଦେଅସି ରାମିନି ପ୍ରାଚୀ. ରସବାରିଥି