Jump to content

ଦେଇ ପିଣ୍ଡୀ

ଉଇକିଅଭିଧାନ‌ରୁ

ଦେଇ ପିଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

(ଦେହେରା ପିଣ୍ଡ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବ+ପୀଠ)

[ସମ୍ପାଦନା]

ଶୃଦ୍ରମାନଙ୍କ ପାକଶାଳାର ଐଶାନୀ କୋଣରେ ଗୋଟିଏ ମାଟି ଘଡ଼ିରେ ମହାପ୍ରସାଦ ପୂରାଯାଇ ପୋତା ଯାଇ ତହିଁ ଉପରେ ନିର୍ମିତ ହୋଇ ଥିବା ମାଟିର ଗୋଟିଏ କ୍ଷୁଦ୍ର ସ୍ତୁପ — A small earthen mound containing Mahāpraṡād and erected in the north- east corner of a Ṡūdra's kitchen.

[ଦ୍ରଷ୍ଟବ୍ୟ —ଓଡ଼ିଶାର ଶୂଦ୍ରମାନେ ସେମାନଙ୍କ ପାକଶାଳାର ଐଶାନୀ କୋଣରେ ଗୋଟିଏ ଘ଼ଡ଼ିରେ ପୁରୀର ଜଗନ୍ନାଥଙ୍କ ମହାପ୍ରସାଦ ପୁରାଇ ସେ ଘଡ଼ିକୁ ପୋତି ତହିଁ ଉପରେ ଗୋଟିଏ ମାଟିର ସ୍ତୁପ ନିର୍ମାଣ କରନ୍ତି ନୂଆ ହାଣ୍ଡିରେ ପାକ ହେବା ଅନ୍ନ ପ୍ରଥମେ ଏଠାରେ ସମର୍ପିତ ହୋଇ ପରେ ଖିଆଯାଏ]