ଦେଈ
ଦେଖଣା
ଦେଈ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଦେବୀ)
[ସମ୍ପାଦନା]- ୧. କ୍ଷତ୍ରିୟ ଓ କରଣ ଘରର ସଧବା ସ୍ତ୍ରୀ ଓ କନ୍ୟାମାନଙ୍କର ନାମ ପରେ ଯୁକ୍ତ ଉପାଧି — A title added to the names of wives and girls in Kshatriya and Karaṇa families of Orissa.
- ୨. କନ୍ୟା —୨. Daughter.
- ୩. ମହାଦେଈ; ରାଣୀ —୩. A Ranee.
- ୪. ଜେମାଦେଈ; ରାଜକନ୍ୟା —୪. A Raja's daughter.
- ୫. ଭଉଣୀ —୫. Sister.
ବୋଲେ ଖର ଦେଈଙ୍କି କେ ଦେଲା ଏ ଦଶାଷ ଭଞ୍ଜ, ବୈଦେହୀଶବିଳାସ