ଦେଉଳିଆ
ଦେଖଣା
ଦେଉଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଉଳିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ଦେବାଳୟ)
[ସମ୍ପାଦନା]- ୧. ଦେଉଳ ପରି ଆକୃତି— ବିଶିଷ୍ଟ; ଉଚ୍ଚ ଓ ଗୋଜିଆ —୧. Having the shape of a temple; gradually tapering to a point like a temple.
- ୨. ଦେଉଳ ସମ୍ୱନ୍ଧୀୟ — ୨. Pertaining to a temple.
ଅନୁବାଦ
[ସମ୍ପାଦନା]- ୩. ଦେଉଳରେ ଦେବପୂଜା ଆଦି କରି ଜୀବିକା ନିର୍ବାହ କରୁଥିବା (ବ୍ୟକ୍ତି) —୩. Earning livelihood by rendering service in a temple.
- ୪. ଦେଣଦାର; ଦେବାଲିଆ; ଋଣ ସୁଝିବାକୁ ଅକ୍ଷମ —୪. Insolvent.
- ୫. ଦେଉଳରେ ବାସ କରୁଥିବା — ୫. Living in temples.
(ଯଥା—ଦେଉଳିଆ ପାରା)
ବିଶେଷ୍ୟ -
[ସମ୍ପାଦନା]- ୧. ଦେବାଳୟର ସେବକ — ୧. Servant of a temple.
- ୨. (ସଂସ୍କୃତ - ଦେବଳକ) ପଣ୍ଡା; ଏକ ଜାତୀୟ ନିକୃଷ୍ଟ ବ୍ରାହ୍ମଣ; ଠାକୁର ପୂଜାହାରୀ —୨. A class of inferrior Brāhmaṇas serving as Paṇḍās in temples.
[ଦ୍ରଷ୍ଟବ୍ୟ —ଏମାନେ ଏକଜାତୀୟ ଅଶ୍ରୋତ୍ରିୟ ବ୍ରାହ୍ମଣ ଦେବସେବା ଏମାନଙ୍କର ପ୍ରଧାନ କର୍ମ ପଣ୍ଡା, ସୁଆର, ପୂଜାରୀ ବ୍ରାହ୍ମଣମାନେ ଏମାନଙ୍କ ସଙ୍ଗେ ଏକ ଜାତୀୟ କୃପାସିନ୍ଧୁ. ଇତିହାସ]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ଛୋଟ ମାଠିଆ — Small water-jug.