ଦେଉଳ କରଣ
ଦେଉଳର କାର୍ଯ୍ୟ ଓ ହିସାବପତ୍ର ବୁଝିବା କର୍ମଚାରୀ —An officer who looks after the affairs of a temple, especially its accounts.
[ଦ୍ରଷ୍ଟବ୍ୟ —ମନ୍ଦିରର ଆୟ ବ୍ୟୟ ଲେଖିବା ଏହାଙ୍କ କାର୍ଯ୍ୟ— ଜଗବନ୍ଧୁ. ପ୍ରାଚୀନ ଉତ୍କଳ]