ଦେଉଳ ବାଛନ୍ଦ
ଦେଖଣା
ଦେଉଳ ବାଛନ୍ଦ
ଉଚ୍ଚାରଣ
[ସମ୍ପାଦନା](ଦେଉଳମନା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଗର୍ହିତ କର୍ମକାଚୀ ବା ସମାଜଚ୍ୟୁତ ବା ଅପରାଧୀ ବ୍ୟକ୍ତିକୁ ବା ସେବକକୁ କୌଣସି ମନ୍ଦୁରର କର୍ତ୍ତୃ— ପକ୍ଷମାନଙ୍କ ଆଦେଶରେ ମନ୍ଦିରକୁ ପ୍ରବେଶ କରିବାକୁ ନିଶେଧ କରିବା ଆଦେଶ; ଦେବଦର୍ଶନାର୍ଥ ମନ୍ଦିର ମଧ୍ୟକୁ ଯିବା— ପାଇଁ ଅଟକ —୧. An order of the authorities of a temple passed on an offending or ostracised person or sebaka forbidding or restraining his entry into the temple.
[ଦ୍ରଷ୍ଟବ୍ୟ —ମନ୍ଦିରର କୌଣସି ଅପରାଧୀ ସେବାଏତ୍କୁ ସେବା କରିବାକୁ ନିଷେଧ କରିବାର ନାମ ସେବା ବାଛ(ସ)ନ୍ଦ]