Jump to content

ଦେଉଳ ଶୋଧ

ଉଇକିଅଭିଧାନ‌ରୁ

ଦେଉଳ ଶୋଧ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବକୁଳ+ଶୋଧନ)

[ସମ୍ପାଦନା]

ରାଣୀ ଆଦି ବିଶିଷ୍ଟ ଯାତ୍ରୀଙ୍କ ଦର୍ଶନ ଉପଲକ୍ଷରେ ବା ପ୍ରତିଦିନ ରାତିରେ ଠାକୁରଙ୍କ ନୀତିଶେଷରେ ଦେଉଳ ବନ୍ଦ କରିବା ଉପଲକ୍ଷରେ ଦେଉଳ ଓ ଦେଉଳର ବେଢ଼ାରୁ ସମସ୍ତ ଲୋକ ବାହାରିଯିବା — Clearing a temple of all persons on the occasion of the visit of distinguished guests and females or after the close of the day's rituals.