Jump to content

ଦେଏଦେଉଣୀ

ଉଇକିଅଭିଧାନ‌ରୁ

ଦେଏଦେଉଣୀ

ଉଚ୍ଚାରଣ

[ସମ୍ପାଦନା]

(ଦେଏଦେଉଣିଆଁ—ଅନ୍ୟରୂପ)

ଦେଶଜ - ବିଶେଷଣ - ଓ ବି—(ସଂସ୍କୃତ - ଦା ଧାତୁ)

[ସମ୍ପାଦନା]

ପୁଣ୍ୟପର୍ବାଦିରେ ଯେଉଁ ଗରିବ ଲୋକମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ଅନୁଗ୍ରହ ସ୍ୱରୂପ ଦିଆଯାଏ; ଖଇରାତିୟା — Those to whom cakes are given gratis on festive occasions.

ସାଆନ୍ତଙ୍କ ଘରୁ ଦେଏଦେଉଣୀଏ ଜଣେ ଯେବେ ଫେରିଯିବ ଆଉ କାହିଁପାଇଁ ସାଆନ୍ତାଣୀ ଡାକ ପୁଣି ସେ ଆସି ଡାକିବ ଭିକାରୀ. ସାଆନ୍ତିଆ ବାହା