Jump to content

ଦେଖଣାହାରି

ଉଇକିଅଭିଧାନ‌ରୁ

ଦେଖଣାହାରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦର୍ଶକ — ୧. Spectator.

ହେଳେ ନେଉଥାଇ ଦେଖଣାହାରିଙ୍କ ହୃଦୟ ହରି—ରାଧାନାଥ.ଉଷା

୨. ଯାତ୍ରା ଆଦି ଦେଖିବା ଲୋକ — ୨. Sight-seer.

ମହନ୍ତବାବାଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରି ହରିବୋଲ ପକାଇ ଗୋଡ଼ତଳେ ପଡ଼ିଗଲେ ଫକୀରମୋହନ. ଗଳ୍ପସ୍ୱଳ୍ପ