Jump to content

ଦେଖନ୍ତ

ଉଇକିଅଭିଧାନ‌ରୁ

ଦେଖନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜ୍ଞାତସାର; ଅବଗତି; ଦୃଷ୍ଟି — ୧. Cognisance; knowledge.

(ଯଥା—ମୋ ଦେଖନ୍ତରେ ମୁଁ ଅନ୍ୟାୟ କାର୍ଯ୍ୟ କରାଇଦେବି ନାହିଁ)

୨. ଜୀବନକାଳ; ଅମଳ —୨. Time; life-time.


(ଯଥା—ଆମ ବାପାଙ୍କ ଦେଖନ୍ତରୁ ଆମ ବଂଶରେ ପିକାଖିଆ ନାହିଁ)