ଦେଖା
ଦେଖଣା
ଦେଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୃଶ୍; ପ୍ରା. ଦେଖ୍ ଧାତୁ)
[ସମ୍ପାଦନା]- ୧. ଦର୍ଶନ — ୧. Seeing; look.
- ୨. ଦୃଷ୍ଟି —୨. Sight; view.
- ୩. ସାକ୍ଷାତକାର; ମୁଲାକାତ୍; ଦୁଇ ଜଣଙ୍କର ମିଳନ; ଭେଟ — ୨. Interview; visit; meeting of two persons.
କେତେକାଳ ହେଲା ଦେଖା ନାହିଁ ସହି ! ଶେଯଯାକ ଚିନ୍ତିଗଲା ଲୁହ ବହି—ପ୍ରାଚୀନ ସଙ୍ଗୀତ
- ୪. ଭେଟୀ —୪. Present.
ଦେଖା ନାହିଁ କି ସାକ୍ଷାତ ନାହିଁ ଗହ୍ମାପୁନିଅଁ ଦିନ ମାଈଁ ମାଈଁ—ଢଗ
ବିଶେଷଣ -
[ସମ୍ପାଦନା]- ୧. ଯେ ଦେଖ; ଦର୍ଶକ — ୧. One who sees; seeing.
- ୨. ଦୃଷ୍ଟ; ଯାହା ଦେଖାଯାଏ — ୨. That which is seen; seen.