Jump to content

ଦେଖାଇ କହିବା

ଉଇକିଅଭିଧାନ‌ରୁ

ଦେଖାଇ କହିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉପମାଦ୍ୱାରା ବୁଝାଇବା — ୧. To illustrate; to support by citing similar cases

ଏଥକୁ ପ୍ରତିଲକ୍ଷ ଦେବା ଭୋନୃପ ଦେଖାଇ କହିବା—ଜଗନ୍ନାଥ ଭାଗବତ

୨. ଅପ୍ରତ୍ୟକ୍ଷ ବା ପରୋକ୍ଷଭାବରେ କହିବା — ୨. To speak indirectly.
୩. ସୂଚନା ଦେବା —୩. To hint.