Jump to content

ଦେଖାଦେଖି

ଉଇକିଅଭିଧାନ‌ରୁ

ଦେଖାଦେଖି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚରଶବ୍ଦ)

[ସମ୍ପାଦନା]
୧. ପରସ୍ପରସାକ୍ଷାତ୍; ମିଳନ — ୧. Interview; meeting each other; seeing one another.

ହଳଦୀ ମଖଆମଖି—ସୂବର୍ଣ୍ଣରେଖା ପାରି ହେଲେ କୁଟୁମ୍ୱ ଦେଖାଦେଖି ଢଗ

୨. ଅନ୍ୟୋଽନ୍ୟ ପରାକ୍ରମ ବୁଝାବୁଝି; ବଳ କଷାକଷି — ୨. Measuring of each other's strenght.

(ଯଥା—ଆଜି ଯୁଦ୍ଧ ଭୂମିରେ ତୁମ୍ଭର ଆମ୍ଭର ପଟାଏ ଦେଖାଦେଖି ହେବ)

୩. ଉତ୍ତମରୂପେ ଦେଖିବା; ପରୀକ୍ଷା କରିବା — ୩. Seeing a thing carefully; examining.

ବିଶେଷଣ -

[ସମ୍ପାଦନା]
୧. ପରସ୍ପର ମିଳିତ ହୋଇ କରିବା — ୧. Meeting each other.
୨. ଯାହାକୁ ସର୍ବଦା ଦେଖାଯାଇ ପାରେ ବା ଯାହାର ତତ୍ତ୍ୱ ନିଆ ଯାଇ ପାରେ —୨. Which can be often seen or attended to.

ଦେଖାଦେଖି ଚାଷ, ଲଗାଲଗି ବାସ ଢଗ

କ୍ରି.ବିଶେଷଣ -

[ସମ୍ପାଦନା]

ଜଣକର କାର୍ଯ୍ୟକୁ ଅନୁକରଣ କରି — Following another's action.

ତୁମ୍ଭ ଦେଖାଦେଖି ଥୋକେ ଶିଖିବେ ଯେ ନର ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା