Jump to content

ଦେଖାମଣା ସଞ୍ଜା

ଉଇକିଅଭିଧାନ‌ରୁ

ଦେଖାମଣା ସଞ୍ଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରଜା ଭୂଳିଭାଗରେ ଆବାଦ କରିଥିବା କୌଣସି ଜମିରେ ଫସଲ ମହଜୁତ୍ ଥିବା— ବେଳେ ଜମିଦାର ଓ ପ୍ରଜା ଉଭୟେ ଉକ୍ତ ଜମିକୁ ଯାଇ ଜମିଦାରଙ୍କୁ ପ୍ଜାର ଦେୟ ଅଧେ ଧାନର ପରିମାଣ ସ୍ଥିର କରିବା; ଫସଲ କୁତ କରିବା —Appraisement or valuation of the produce of a raiyati holding to fix the respective shares of the lanlord and of the tenant therein; estimate of the landlord's half of the produce of a Bhāg holding while the crop is standing on a field.

୨. ଜମିରେ ଫସଲ ଥିବା ସମୟରେ କୁତଦ୍ୱାରା ସ୍ଥିର ହୋଇ— ଥିବା ପ୍ରଜାର ଦେୟ ଉତ୍ପନ୍ନ ଦ୍ରବ୍ୟ —୨. Produce of a land payable by a raiyat to a landlord on appraisement.