Jump to content

ଦେଖାମିଳିବା

ଉଇକିଅଭିଧାନ‌ରୁ

ଦେଖାମିଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦର୍ଶନଲାଭ ହେବା; ଭେଟ ପଡ଼ିବା; ଦୃଷ୍ଟି— ପଥରେ ପଡ଼ିବା —To have an interview of; to be found; to be met with.

ଯେ ଜାତି ଗାରିମା ତାମ୍ରଲିପ୍ତ ଭୂମେ ଅଦ୍ୟାପି ମିଳଇ ଦେଖା ଭିକାରୀ. ଗୀତଲହରୀ

ବିଶେଷ୍ୟ -

[ସମ୍ପାଦନା]

ସାକ୍ଷାତକାର —Interview.

(ଯଥା—ମୁଁ ପହରେ ଇନୁସରଣ କରି ବସିଲି କିନ୍ତୁ ତାଙ୍କର ଦେଖା ମିଳିଲା ନାହିଁ)