Jump to content

ଦେଖାଶୁଣା

ଉଇକିଅଭିଧାନ‌ରୁ

ଦେଖାଶୁଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ଦେଖିବା ଓ ଶୁଣିବା — ୧. Seeing and hearing.

(ଯଥା—ଏପରି କଥା ତ କେବେ ଦେଖାଶୁଣା ନ ଥିଲା)

୨. ଦେଖିବା ବା ସଂବାଦ ରଖିବା; ତତ୍ତ୍ୱ ନେବା — ୨. Enquiry; looking after any thing.

ସମସ୍ତଙ୍କ ଦେଖାଶୁଣା ପ୍ରଣାମ ଆଶୀର୍ବାଦରେ ରାତି ହୋଇ ଗଲା ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ

୩. ଚିହ୍ନା ପରିଚୟ; ପରସ୍ପର ଆଳାପ ପରିଚୟ — ୩. Acquaintance.

(ଯଥା—ମୋର ତାଙ୍କର ଦେଖଆ ଶୁଣା ନାହିଁ)

୪. ସେବା ଶୁଶ୍ରୁଷା କରିବା —୪. Tending.

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]

ସୁପରିଚିତ —Well acquainted.

(ଯଥା—ସେ ଆମର ଜଣେ ଦେଖାଶୁଆ ଲୋକ)