Jump to content

ଦେଖାସୁନ୍ଦର

ଉଇକିଅଭିଧାନ‌ରୁ

ଦେଖାସୁନ୍ଦର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଦେଖିବାକୁ ସୁନ୍ଦର ଅଥଚ ନିର୍ଗୁଣ ବା ଦୁର୍ବଳ; ବାହାରକୁ ଛପ ଚିକଣ ଅଥଚ ଭିତରେ ଫମ୍ପା —That which is beautiful to outward appearance but actually worthless or unsubstanital.

ଦେଖାସୁନ୍ଦର ପଲାରି ଫୁଲ, ବାସ ଗୁଣ ନାହିଁ ଅମୂଲ ମୂଲ ଢ଼ଗ