ଦେଖାସୁନ୍ଦର କଖାରୂବଡ଼ି
ଦେଖଣା
ଦେଖାସୁନ୍ଦର କଖାରୂବଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଖାସୁନ୍ଦର କଖାରୂବଡ଼ି
|
ଦେଶଜ - ବିଶେଷ୍ୟ - (ବିଶିଷ୍ଟ ପ୍ରୟୋଗ, କଖାରୁରେ ତିଆରି ବଡ଼ି ପରି ଶୂନ୍ୟ ଗର୍ଭ)
[ସମ୍ପାଦନା]ବାହାରକୁ ଛପଚିକଣିଆ ଅଥଚ ଭିତରେ ଫମ୍ପା ବସ୍ତୁ; ଦେଖିବାକୁ ଡଉଲ ଡାଉଲ ଅଥଚ ଅକାମିକା ଲୋକ —A thing or person of outward beauty but actually worthless.