Jump to content

ଦେଖା ଚାହାଁ

ଉଇକିଅଭିଧାନ‌ରୁ

ଦେଖା ଚାହାଁ

ଉଚ୍ଚାରଣ

[ସମ୍ପାଦନା]

(ଦେଖଚାହାଁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର ଶବ୍ଦ)

[ସମ୍ପାଦନା]
୧. ଦେଖା ଦର୍ଶନ (ଦେଖ) - ୧. Dekhā darṡana (See)
୨. ତତ୍ତ୍ୱ ନେବା —୨. Care-taking.

(ଯଥା—ବିଦେଶରେ ଛାତ୍ରମାନଙ୍କୁ ଦେଖା ଚାହାଁ କରିବାକୁ କେହି ମୁରବି ନ ରହିଲେ ପିଲାମାନେ ବିଗିଡ଼ି ଯାଆନ୍ତି)


୩. ପରିଦର୍ଶନ କରିବା; ଉତ୍ତମରୂପେ ଦେଖିବା — ୩. Observation; seeing minutely.
୪. ପରୀକ୍ଷା କରିବା —୪. Examining.
୫. ସମ୍ପତ୍ତି ଆଦିର ତନଖି କରିବା — ୫. Looking after a property.

(ଯଥା—ମୁଁ ବିଦେଶରେ ଥିଲାବେଳେ ମୋ ଜମିଦାରିକୁ ଦେଖା ଚାହାଁ କରିବା ପାଇଁ ମୋ ଭାଇକୁ କହି ଆସିଛି)