Jump to content

ଦେଖା ଦର୍ଶନ

ଉଇକିଅଭିଧାନ‌ରୁ

ଦେଖା ଦର୍ଶନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦେଖା ସାକ୍ଷାତ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର)

[ସମ୍ପାଦନା]
୧. ଦର୍ଶନ; ଦେଖା ମିଳିବା —୧. Sight.

(ଯଥା—ଦିନ ଦିପହର ଗଡ଼ିଲାଣି ଏତେବେଳେ ଯାଏଁ ବରଯାତ୍ରୀଙ୍କ ଦେଖାଦର୍ଶନ ନାହିଁ)

୨. ସାକ୍ଷାତ୍କାର — ୨. Interview.