Jump to content

ଦେଖା ମଣା

ଉଇକିଅଭିଧାନ‌ରୁ

ଦେଖା ମଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ଶନ+ମନନ)

[ସମ୍ପାଦନା]
୧. କୌଣସି ପଦାର୍ଥ ଉତ୍ତମରୂପେ ଦେଖି ଅନ୍ୟ ବ୍ୟକ୍ତିଠାରୁ ବୁଝିନେବା — ୧. Taking a thing from another after minutely examining it.
୨. ଦେଖାମଣା ସଞ୍ଜା (ଦେଖ) - ୨. Dekhāmaṇā san̄jā (See)