Jump to content

ଦେଖା ଯିବା

ଉଇକିଅଭିଧାନ‌ରୁ

ଦେଖା ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଦେଖିବା କ୍ରିୟାର କର୍ମବାଚ୍ୟ ରୂପ)

[ସମ୍ପାଦନା]
୧. ଦୃଷ୍ଟିଗୋଚର ହେବା — ୧. To come to view; to be seen.

କିସ ପୁଣି ଦେଖଆ ନ ଯାଇ ଯେବେ ଥାଇ ଜୀବରେ ଭଞ୍ଜ. ଲାବଣ୍ୟବତୀ

୨. ପ୍ରମାଣିତ ହେବା; ପ୍ରକାଶିତ ହେବା; ଜଣାପଡ଼ିବା — ୨. To be known; to be inferred or concluded.

(ଯଥା—କାହାର କେତେ ବଳ ଆଜି ଫଳରେ ଦେଖାଯିବ)