Jump to content

ଦେଖା ହେବା

ଉଇକିଅଭିଧାନ‌ରୁ

ଦେଖା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସାକ୍ଷାତ କରିବା — ୧. To visit.

ଋତୁପୂର୍ଣ୍ଣ ରାଜା ଛାମୁରେ ଦେଖା ହେଲୁ. କୃଷଅଣସିଂହ. ମହାଭାରତ. ବନ

୨. ହାବୁଡ଼େ ପଡ଼ିବା; ସାକ୍ଷାତ ଲାଭ ହେବା; ଦେଖାମିଳିବା — ୨. To encounter; to meet; to come across.