ଦେଖିବାରେ ଆସିବା
ଦେଖଣା
ଦେଖିବାରେ ଆସିବା
ଉଚ୍ଚାରଣ
[ସମ୍ପାଦନା](ଦେଖାରେ ଆସିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଖିବାରେ ଆସିବା
|
ଦେଶଜ - କ୍ରିୟାପଦ - (ଦେଖିବାର କର୍ମବାଚ୍ୟ)
[ସମ୍ପାଦନା]- ୧. ଦୃଷ୍ଟିଗୋଚର ହେବା —୧. To be seen.
- ୨. ଜଣାଯିବା —୨. To be known.
- ୩. ଅନୁଭୂତ ହେବା — ୩. To be experienced.