Jump to content

ଦେଖିଲା କାମ କରିବା

ଉଇକିଅଭିଧାନ‌ରୁ

ଦେଖିଲା କାମ କରିବା

ଉଚ୍ଚାରଣ

[ସମ୍ପାଦନା]

(ଦେଖିବା କାମ କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ବିଶିଷ୍ଟ ବାକ୍ୟ; ଧମକାଇବା ଅର୍ଥରେ ପ୍ରୟୋଗ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ପ୍ରହାର ଦେବା; ଦଣ୍ଡଦେବା — ୧. To punish or beat a person.


୨. କୌଣସି ବ୍ୟକ୍ତିକୁ ଦଣ୍ଡଆଦିଦ୍ୱାରା ଉତ୍ତମରୂପେ ଶିକ୍ଷା ଦେବା —୨. To teach one a good lesson.
୩. ଯାହା ମନକୁ ଆସିବ ତାହା କରିବା — ୩. To do anything one likes.

(ଯଥା—ମୁଁ ତାଙ୍କୁ ବାରମ୍ୱାର ସତର୍କ କରାଇଲେ ସୁଦ୍ଧା ସେ ଶୁଣୁ ନାହାନ୍ତି, ଏଣିକି ମୁଁ ଦେଖିଲା କାମ କରିବି)