Jump to content

ଦେଖିଶୁଣି

ଉଇକିଅଭିଧାନ‌ରୁ

ଦେଖିଶୁଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.କ୍ରିୟାପଦ - (ସହଚର ଶବ୍ଦ)

[ସମ୍ପାଦନା]

ଆଖିରେ ଦେଖି ଓ କାନରେ ଶୁଣି; ଉତ୍ତମରୂପେ ଅନୁଭବଦ୍ୱାରା ଉପଲବ୍ଧି କରି — After personal experience.

(ଯଥା—ତୁ ଏ ସଂସାର ଗତି ଦେଖିଶୁଣି ସୁଦ୍ଧା ବାୟା ପରି ଅବୁଝା ହେଉଛୁ)