ଦେଖି ଚାହିଁ
ଦେଖଣା
ଦେଖି ଚାହିଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଖି ଚାହିଁ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅତି ସାବଧାନତା ବା ସତର୍କତା ସହକାରେ —୧. With a great care.
ଦେଖିଚାହିଁ କରିଛନ୍ତି ରାଜା ଏ ଜାମାତା ଚିନ୍ତାମଣି, ବିକ୍ରମାଦିତ୍ୟ
- ୨. ଭାବିଚିନ୍ତି; ସୁବିବେଚନାପୂର୍ବକ; ଅଗ୍ର ପଶ୍ଚାତ୍ ଭାବି — ୨. With a good deal of consideration.