Jump to content

ଦେଖୁଣିଆ

ଉଇକିଅଭିଧାନ‌ରୁ

ଦେଖୁଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଦେଖିବା ବ୍ୟକ୍ତି — One who sees.

ବିଶେଷ୍ୟ -

[ସମ୍ପାଦନା]

ରାଜାଙ୍କ ଖାଦ୍ୟକୁ ଦୃଷ୍ଟିକରି ପରୀକ୍ଷା ପରିବା ନିମନ୍ତେ ନିଯୁକ୍ତ ଭୃତ୍ୟ —A servant whose duty is to examine the king's food by seeing it.