Jump to content

ଦେଖୁଦେଖୁ

ଉଇକିଅଭିଧାନ‌ରୁ

ଦେଖୁଦେଖୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ଚାହୁଁ ଚାହୁଁ; ତତ୍କ୍ଷଣାତ୍; ଅନତିବିଳମ୍ୱରେ; ଅତି ଅଳ୍ପ ସମୟରେ —୧. Within a very short time; shortly.
୨. କୌଣସି ବ୍ୟକ୍ତର ସାକ୍ଷାତରେ ବା ଦୃଷ୍ଟି ଉପରେ — ୨. Before one's own eyes.

(ଯଥା—ବାପା ଦେଖୁ ଦେଖୁ ସମସ୍ତେ ମୋତେ ଘେରିକରି ମାଡ଼ ମାଇଲେ)