ଦେଖେଇ ଶିଖେଇ କହିବା
ଏକ ଉଦ୍ଦ୍ୟେଶ୍ୟକୁ ଲକ୍ଷ୍ୟ କରି ଅନ୍ୟର କଥା କହିବା; କୌଣସି ବ୍ୟକ୍ତିର ନାମ ନ ଧରି ଅନ୍ୟ ଛଳନାରେ ସେହି ବ୍ୟକ୍ତିକୁ ଆକ୍ରମଣ କରିବା — To attack or rebuke a person indirectly or by implication without mentioning his name.