ଦେଖେଇ ହେବା
ନିଜର ବାହାଦୁରି, ସୌନ୍ଦର୍ଯ୍ୟ, ପରାକ୍ରମ, ବିଭବ ଆଦି ଅନ୍ୟ ବ୍ୟକ୍ତି ଯେପରି ଦେଖିବେ ସେହିପରି କାର୍ଯ୍ୟ କରିବା — To act with a view to show off one's excellence; to give one's self airs.
(ଯଥା—ତୁ ମୋ ଆଗରେ ସୁନ୍ଦର ପଣ କେତେ ଦେଖାଇ ହଉଛୁ ମ !)