ଦେଖ୍
ଦେଖଣା
ଦେଖ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଦେଖ—ଆଦରାର୍ଥକ ରୂପ)
ଦେଶଜ - ଅ (ଅନାଦରାର୍ଥକ)
[ସମ୍ପାଦନା]- ୧. ସାବଧାନ; ହୁସିଆର — ୧. (Interjection) Take care; be careful !
(ଯଥା—ଦେଖ୍ ! ଖସଡ଼ାରେ ଯେପରି ତୋ ଗୋଡ଼ ଖସଡ଼ି ନ ଯାଏ) ===
- ୨. ହେ ସଂସାରେ ଲୋକବା ଉପସ୍ଥିତ ଲୋକେ ! ଦେଖ, ଏହା କେଡ଼େ ଅଦ୍ଭୁତ ବା ହାସ୍ୟାସ୍ପଦ — ୨. (Interjection); How funny ! Lo ! Look ! Behold !
ଦେଖରେ ଭଲା ! ବିରାଡ଼ି ମା କଡ଼ ପିଲା ଢଗ
- ୩. ବିଚାର କର ! ଏକଥାକୁ ଉତ୍ତମରୂପେ ବିବେଚନାକର — ୩. (Interjection) Just see; think of the matter.
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ଦେଖିବା କ୍ରିୟାର ଅନୁଜ୍ଞା ମଧ୍ୟମ ପୁରୁଷ ଅନାଦରାର୍ଥକ ଏକବଚନରେ ତୁ କର୍ତ୍ତାସଙ୍ଗେ ବ୍ୟବହୃତ ଆକାର) (ତୁ) ଚାହାଁ —(Thou) Do look.