ଦେଠା
(ଦେଠପା—ଅନ୍ୟରୂପ)
ଦେଠାଈ, ଦେଠେଈ, ସ୍ତ୍ରୀ
=== ଗ୍ରାମ୍ୟ - ବିଶେଷ୍ୟ - ପୁଲିଙ୍ଗ - (ଶୂଦ୍ରଙ୍କ ବ୍ୟବହୃତ ଭାଷା; ସଂସ୍କୃତ - ଜ୍ୟେଷ୍ଠ ଓ ପିତୃବ୍ୟ)
ଜ୍ୟେଷ୍ଠ ପିତୃବ୍ୟ —One's father's elder brother.