Jump to content

ଦେଡ଼ଶାଶୁ

ଉଇକିଅଭିଧାନ‌ରୁ

ଦେଡ଼ଶାଶୁ

ଉଚ୍ଚାରଣ

[ସମ୍ପାଦନା]

(ଦେଢ଼ାଶାଶୁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଜ୍ୟେଷ୍ଠ ଶ୍ୱଶ୍ରୁ)

[ସମ୍ପାଦନା]

ପତ୍ନୀଙ୍କ ଜ୍ୟେଷ୍ଠା ଭଗିନୀ — One's wife's elder sister.

[ଦ୍ରଷ୍ଟବ୍ୟ —ପତ୍ନୀଙ୍କ କନିଷ୍ଠା ଭିନୀକୁ ଶାଳୀ କହନ୍ତି ଶାଳୀ ଭିଣେଇଙ୍କ ମଧ୍ୟରେ ଥଟ୍ଟା ପରିହାସ ଚଳେ; କିନ୍ତୁ ଦେଡ଼ଶାଶୁ ଓ ଭଉଣୀଜୋଇଁଙ୍କ ସମ୍ପର୍କ ସମ୍ମାନସୂଚକ]