Jump to content

ଦେଡ଼ଶୁର

ଉଇକିଅଭିଧାନ‌ରୁ

ଦେଡ଼ଶୁର

ଉଚ୍ଚାରଣ

[ସମ୍ପାଦନା]

ଦେଡ଼ୁଶୁର, ଦେଢ଼ଶୁର, ଦେଢୁଶୁର,ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଜ୍ୟେଷ୍ଠ ଓ ଶ୍ୱଶୁର)

[ସମ୍ପାଦନା]

ସ୍ୱାମୀଙ୍କ ଜ୍ୟେଷ୍ଠ ଭ୍ରାତା —One's husband's elder brother.

ଦେଢ଼ଶୁର ଭୀମ ଯେ ବୋଲାବନ୍ତି ବଳୀ ସେ ଥାଉଁ ତୁ ହୋଇଲୁ ରଣଧୂଳି ବୋଳି କୃଷ୍ଣସିଂହ. ମହାଭାରତ

[ଦ୍ରଷ୍ଟବ୍ୟ —ଆମ ଦେଶରେ ଦେଡ଼ଶୁରଙ୍କ ସଙ୍ଗେ ଭାଇବୋହୁଙ୍କର ସାକ୍ଷାତ୍ ସମ୍ୱନ୍ଧ ନିଷିଦ୍ଧ ଏମନ୍ତ କି ଦେଡ଼ଶୁରଙ୍କର ଅଇଁଠାକୁ ଭାଇ ବୋହୂ ସ୍ପର୍ଶ ସୁଦ୍ଧା କରନ୍ତି ନାହିଁ ସ୍ୱାମୀଙ୍କ ସାନ ଭାଇକୁ ଦିଅର କହନ୍ତି]