ଦେଡ଼ୁତାପୁଅ ଭାଇ
ଦେଖଣା
ଦେଡ଼ୁତାପୁଅ ଭାଇ
ଉଚ୍ଚାରଣ
[ସମ୍ପାଦନା](ଦେଢୁତାପୁଅ ଭାଇ—ଅନ୍ୟରୂପ)
(ଦେଡ଼ୁତାଝିଅ ଭଉଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଜ୍ୟେଷ୍ଠ ତାତଙ୍କ ପୁତ୍ର ହେବା ଯୋଗୁଁ ସମ୍ପର୍କରେ ଆପଣାର ଭାଇ — One's cousin brother being the son of one's elder paternal uncle.
[ଦ୍ରଷ୍ଟବ୍ୟ —ଖୁଲ୍ଲତାତଙ୍କ ପୁଅକୁ ଖୁଡ଼ୁତାପୁଅ ଭାଇ କହନ୍ତି]