Jump to content

ଦେଢ଼ଗୋଡ଼ିଆ

ଉଇକିଅଭିଧାନ‌ରୁ

ଦେଢ଼ଗୋଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହାର ଗୋଟିଏ ଗୋଡ଼ ଛୋ଼ଟ — ୧. Lame.
୨. ଅଥରପା; ଅସ୍ଥିର ପାଦ —୨. Of unstable footing.