Jump to content

ଦେଢ଼ା

ଉଇକିଅଭିଧାନ‌ରୁ

ଦେଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେଢ଼ି (ଦେଖ) - Deṟḍ̠ẖi (See)

ବିଶେଷଣ -

[ସମ୍ପାଦନା]
୧. ଦେଢ଼ ଗୁଣ ପରିମିତ; ସାର୍ଦ୍ଧ ପରିମିତ — ୧. One and a half times as much.


ଦେଢ଼ାଇ, ଦେଢ଼ଇ, ଅନ୍ୟରୂପ

୨. ଦେଢ଼ଗୁଣରେ ହିସାବ କରାଯିବା — ୨. Calculated at one and a half times.