Jump to content

ଦେଢ଼ି

ଉଇକିଅଭିଧାନ‌ରୁ

ଦେଢ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେଢ଼ଗୁଣ —୧. One and a half times.
୨. ବର୍ଷକେ ମୂଳଧନର ଅଧେ ପରିମିତ ସୁଥ ମିଳିବା ପ୍ରକାରେ ଦିଆଯିବା ଧାନ ବା ଟଙ୍କାର ଋଣ — ୨. A loan by which the annual interest is half the amount of the principal or ୫୦ per cent.

[ଦ୍ରଷ୍ଟବ୍ୟ —ଏ ଦେଶରେ ପୂର୍ବେ ଧାନ ଦେଢ଼ି ସୁଧରେ କରଜ ଦିଆ ଯାଉଥଇଲା ଏବଂ ପ୍ରତି ବର୍ଷର ପ୍ରାପ୍ୟ ସୁଧର ପରିଶୋଧ ନ ହେଲେ ତାହା ମୂଳରେ ଭରିଣା ବୋଇ ଆଗାମୀ ବର୍ଷକୁ ସୁଧ ମୂଳ ଉପରେ ପୁଣି ଚକ୍ରବୃଦ୍ଧି ହିସାବରେ ବଷୋଟ କରା ଯାଉଥିଲା କିନ୍ତୁ ଆଜି କାଲି ଦେଢ଼ି ରେଟରେ ସୁଧ ନିଆ ନ ଯାଇ ସ୍ୱାଇ (ସଉଆ) ରେଟରେ ଧାନ କରଜ ଲଗା ଯାଉଅଛି କିନ୍ତୁ ଚକ୍ରବୃଦ୍ଧି ପ୍ରଥା ବନ୍ଦ ହୋଇ ନାହିଁ]

୨. ମୂଳଧନର ଶତକଡ଼ା ବାର୍ଷିକ ୫ ରେଟରେ ଗଣା ଯିବା ସୁଧ —Interest calculated at ୫୦ % per cent. per annum.
୩. ଧେଡ଼ି; କର୍ଣ୍ଣାଳଙ୍କାରବିଶେଷ —୩. A kind of ear-ring.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବିଛଣାଚାଦର; ମାଠ —Bed sheet.