ଦେଢ଼ିଅଢ଼ାଇ
ଦେଖଣା
ଦେଢ଼ିଅଢ଼ାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଢ଼ିଅଢ଼ାଇ
|
(ଦେଢ଼ ଅଢ଼େଇ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅସମାନ —୧. Unequal; uneven
- ୨. ଯାହା ଏକ ପାଖକୁ ଆଉଜି ଥାଏ — ୨. Aslant; leaning.
- ୩. ଯେଉଁ ଚଉକି ଆଦିର ଗୋଡ଼ ଭୂମିରେ ସମାନଭାବରେ ବସେ ନାହିଁ —୩. That whose legs do not sit evenly on the ground.
ବିଶେଷ୍ୟ -
[ସମ୍ପାଦନା]ଅସମାନ ପାଦକ୍ଷେପବିଶିଷ୍ଟ ଏକପ୍ରକାର ନୃତ୍ୟ — A kind of dance with unequal foot- steps.
ଅ.
[ସମ୍ପାଦନା](ସବାରୀ ଗଉଡ଼ଙ୍କ ଡାକ)—ଅସମତଳ ଓ ଢାଲୁରାସ୍ତ ଓ ସଙ୍କୀର୍ଣ୍ଣ ସ୍ଥାନସୂଚକ —Uneven, sloping and narrow road.