Jump to content

ଦେଢ଼ିଆ

ଉଇକିଅଭିଧାନ‌ରୁ

ଦେଢ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ଓ ଅ.

[ସମ୍ପାଦନା]

ଦେଢ଼ି ଅଢ଼ାଇ (ଦେଖ) - Deṟḍ̠ẖi aṟḍ̠ẖāi (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

'ଶାଆଳ ନାମକ' ଗୋରୁଙ୍କର ଏକ ପ୍ରକାର ରୋଗ, (ଏ ରୋଗ ହେଲେ ଦେଢ଼ ଦିନରେ ଗୋରୁ ମରି ଯାଆନ୍ତି) —A kind of fatal cattle disease.