ଦେଣ୍ନେଣ୍
ଦେଖଣା
ଦେଣ୍ନେଣ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଏଣ ନେଏଣ, ଦେଏଣା ନେଏଣା, ଦେଣ ଲେଣ, ଦେଣା ନେଣା, ଦେଣା ଲେଣା'
ଦେଶଜ - ବିଶେଷ୍ୟ - (କଚିରିଆ)—(ବିପରୀତାର୍ଥ. ସହଚର ଶବ୍ଦ; ସଂସ୍କୃତ - ଦା ଧାତୁ ଓ ନି ଧାତୁ)
[ସମ୍ପାଦନା]- ୧. ଆଦାନ ପ୍ରଦାନ; ଦେବା ନେବା —୧. Giving and taking.
- ୨. କାରବାର —୨. Transaction.
- ୩. ପଣ୍ୟଦ୍ରବ୍ୟରମାନଙ୍କ ବିନିମୟ — ୩. Exchange of commodities.
- ୪. ଦୁଇଜଣଙ୍କ ମଧ୍ୟରେ ଖାତକ ମହାଜନ ସମ୍ୱନ୍ଧ — ୪. The relationship of creditor and debtor between two persons.
- ୫. ମହାଜନୀ କାରବାର —୫. Loan transaction between two persons.