ଦେଦାର୍
ଦେଖଣା
ଦେଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦେଧାର—ଅନ୍ୟରୂପ)
ଦେଶଜ - ବିଶେଷଣ - (ଫା) ଦିଲଦରୀୟା—(ଜ୍ଞାନେନ୍ଦ୍ର)
[ସମ୍ପାଦନା]- ୧. ବେଜାୟ; ଅତ୍ୟଧିକ; ଖୁବ୍ —୧. Excessive; too much.
- ୨. ପ୍ରଚୁର —୨. Plentiful; copious; abundant.
- ୩. ପର୍ଯ୍ୟାପ୍ତ; ଯଥେଷ୍ଟ — ୩. Enough; more than sufficient.
- ୪. ଅଶେଷ; ଅସଂଖ୍ୟ — ୪. Numberless; illimitable, countless.